ରାଜଧାନୀରେ ଶସ୍ତାରେ ଘର ଦେବେ ସରକାର

Houses will be available in the capital city Bhubaneswar for ₹15 lakhs. The Department of Housing and Urban Development will construct these affordable houses in collaboration with various private organizations. Houses will be built for different income categories, priced between ₹15 lakhs and ₹50 lakhs. This was announced by Housing and Urban Development Minister Krushna Chandra Mahapatra. The initiative aims to fulfill the dream of owning a home in the city for common, poor, and middle-class families. The houses will be allotted through a lottery system, the minister said. Criteria will also be set to determine eligible beneficiaries, and people from the wealthy class will not be allowed to apply.

May 29, 2025 - 17:04
 0  7
ରାଜଧାନୀରେ ଶସ୍ତାରେ ଘର ଦେବେ ସରକାର

ରାଜଧାନୀ ଭୂବନେଶ୍ୱରରେ ଘର ମିଳିବ ୧୫ଲକ୍ଷ ଟଙ୍କାରେ । ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ମାଣ କରିବ ଏହି ସବୁ ଶସ୍ତା  ଘର, ବିଭିନ୍ନ ଘରୋଇ ସଂସ୍ଥା ସହଯୋଗରେ । ୧୫ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କା ଭିତରେ ଅଲଗା ଅଲଗା ବର୍ଗ ପାଇଁ ତିଆରି ହେବ ଘର  । ଏ ନେଇ ସୂଚନା ଦେଇଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।ପୂରଣ ହେବ ସାଧାରଣ ଗରିବ ତଥା ମଧ୍ୟବିତ୍ତ ପରିବାରର ସହର ଘର ସ୍ବପ୍ନ । ଲଟେରୀ ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ କେଉଁ ବର୍ଗର ଲୋକ ହିତାଧିକାରୀ ହେବେ ତାହାର ମଧ୍ୟ ରହିବ ମାନଦଣ୍ଡ । କୌଣସି ଧନୀକ ଶ୍ରେଣୀର ଲୋକ ଆଦୌ କରିପାରିବେନାହିଁ ଆବେଦନ  ।

What's Your Reaction?

like

dislike

love

funny

angry

sad

wow