ପାର୍କିଂରୁ ଖସିପଡିଲା ଗାଡି, ଡ୍ରାଇଭର ଗୁରୁତର ଆହତ
ପାର୍କିଂରୁ ଖସିପଡିଲା ଗାଡି । ଫଳରେ ଗୁରୁତର ଆହତ ହୋଇଛନ୍ତି ଡ୍ରାଇଭର । ପୁରୀ ଶ୍ରୀସେତୁ ସଂଲଗ୍ନ ଜଗନ୍ନାଥ ବଲ୍ଲଭ ପାର୍କିଂରେ କାର୍ ପାର୍କିଂ କରିବା ବେଳେ ଘଟିଛି ଏହି ଅଘଟଣ । ଗାଡ଼ି ସହ ତଳକୁ ଖସିପଡିଥିଲେ ଡ୍ରାଇଭର । ଏହାପରେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି । ଅସାବଧାନତା ଯୋଗୁଁ ଏପରି ଘଟିଥିବା ମିଳିଛି ସୂଚନା
What's Your Reaction?