ଭୁବନେଶ୍ୱରର ସବୁ ଥାନାରୁ ହଟିବ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି।

All seized, unused, and abandoned vehicles will be removed from all police stations in Bhubaneswar. This was informed by Bhubaneswar Municipal Corporation (BMC) Mayor Sulochana Das. Abandoned vehicles ruin the city’s beauty. Once removed, the space will be cleaned, and revenue will also increase. Mayor Das said that both BMC and police station abandoned vehicles will be scrapped.

Aug 24, 2025 - 15:30
 0  23
ଭୁବନେଶ୍ୱରର ସବୁ ଥାନାରୁ ହଟିବ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି।

ଭୁବନେଶ୍ୱରର ସବୁ ଥାନାରୁ ହଟିବ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ। ଜବତ ଗାଡ଼ି ପଡ଼ି ରହିବା ଯୋଗୁ ନଷ୍ଟ ହେଉଛି ସହରର ସୌନ୍ଦର୍ଯ୍ୟ। ଗାଡ଼ି ହଟିଲେ ଜାଗା ସଫା ହେବା ସହ ବଢିବ ରାଜସ୍ବ।  ଥାନା ସହ ବିଏମସିର ଅବ୍ୟହୃତ ଓ ଅଚଳ ଗାଡ଼ି ସ୍କ୍ରାବ ହେବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।

What's Your Reaction?

like

dislike

love

funny

angry

sad

wow