ଖୁବ୍‌ଶୀଘ୍ର ବିଜେପିରେ ମିଶିବେ ଅଭିଜିତ ଦାସ

Feb 23, 2026 - 16:07
 0  2
ଖୁବ୍‌ଶୀଘ୍ର ବିଜେପିରେ ମିଶିବେ ଅଭିଜିତ ଦାସ

ଖୁବଶୀଘ୍ର ଭାଜପାରେ ମିଶିବେ ସ୍ବର୍ଗତଃ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ। ଏ ନେଇ ଅଭିଜିତ ନିଜେ ସୂଚନା ଦେଇ କହିଛନ୍ତି ଯେ, ଖୁବଶୀଘ୍ର ପଦ୍ମ ଧରିବାକୁ ଯାଉଛୁ  ମୁଁ ଓ ମୋ ପରିବାର। ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ନେଇଛୁ ଏଭଳି ନିଷ୍ପତ୍ତି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଭାଜପାର କିଛି ଟାଣୁଆ ନେତାଙ୍କୁ ଭେଟିଛନ୍ତି ଅଭିଜିତ । ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ ଅଭିଜିତଙ୍କ ପିତା ଅନନ୍ତ ଦାସ । 

What's Your Reaction?

like

dislike

love

funny

angry

sad

wow