ନିଜ ନାଗରିକଙ୍କୁ ପୁଣି ତେହେରାନ ଛାଡ଼ିବାକୁ କହିଲା ଭାରତ
ଯେକୌଣସି ସମୟରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା । ସ୍ଥିତି ସଂକଟାପନ୍ନ ଥିବାରୁ ନିଜର ନାଗରିକଙ୍କୁ ତୁରନ୍ତ ତେହେରାନ ଛାଡ଼ିବାକୁ କହିଛି ଭାରତ । ଛାତ୍ରଛାତ୍ରୀ ହୁଅନ୍ତୁ କିମ୍ବା ପର୍ଯ୍ୟଟକ କିମ୍ବା କୌଣସି ବ୍ୟବସାୟୀ, ଯଥା ସମ୍ଭବ ଯେ କୌଣସି ମାଧ୍ୟମରେ ସୁବିଧା କରି ଇରାନରୁ ଚାଲିଯିବାକୁ ଭାରତୀୟ ଦୂତାବାସ ପକ୍ଷରୁ ଦିଆଯାଇଛି ପରାମର୍ଶ ।ଏହାପୂର୍ବରୁ ଚଳିତ ମାସ ଜାନୁଆରି ୫ ତାରିଖରେ ମଧ୍ୟ ଏପରି ପରାମର୍ଶବଳୀ ଜାରି କରିଥିଲା ଭାରତୀୟ ଦୂତାବାସ ।
What's Your Reaction?