ସରକାରଙ୍କ ବିରୋଧରେ ବିକ୍ଷୋଭ କରିବ ବିଜେଡି

Feb 23, 2026 - 16:04
 0  2
ସରକାରଙ୍କ ବିରୋଧରେ ବିକ୍ଷୋଭ କରିବ ବିଜେଡି

 ଆସନ୍ତା କାଲି ରାଜଧାନୀରେ ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ। ଚାଷୀ, ଆଇନ ଶୃଙ୍ଖଳା ବିପର୍ଜୟ ଭଳି ସଙ୍ଗୀନ ସମସ୍ୟାକୁ ଅଣଦେଖା କରୁଥିବା ଯୋଗୁଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି ବିଜେଡି । ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର ଓ ସଞ୍ଜୟ ଦାସ ବର୍ମା ।ଏଥିସହ ମୋହନ ସରକାର ଚାଷୀ ସହିତ ବିଧାନସଭାକୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛି ବିଜେଡି ।

What's Your Reaction?

like

dislike

love

funny

angry

sad

wow