ସୁପର ୮ରେ ନିଜର ପ୍ରଥମ ମୁକାବିଲା ହାରିଛି ଭାରତ

Feb 23, 2026 - 12:42
 0  1
ସୁପର ୮ରେ ନିଜର ପ୍ରଥମ ମୁକାବିଲା ହାରିଛି ଭାରତ

ICC T20 ବିଶ୍ୱକପ ୨୦୨୬ ର ପ୍ରଥମ ସୁପର ୮ମ୍ୟାଚରେ ନିଜର ପ୍ରଥମ ମୁକାବିଲା ହାରିଛି ଭାରତ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତକୁ ୭୬ ରନରେ ପରାସ୍ତ କରିଥିଲା ଦକ୍ଷିଣ ଆଫ୍ରିକା।ଏପରିକି ଭାରତର ସେମି ଖେଳିବା ଆଶା ଉପରେ ଦେଖାଦେଲାଣି ବିପଦ  । ଆଉ ଦୁଇଟି ମ୍ୟାଚ୍ ଖେଳିବ ଭାରତ । କିନ୍ତୁ ସହଜ ନୁହେଁ ସେମି ଦୌଡ।ମୁକାବିଲା ହାରିବା ସହ ପୁରା ତଳକୁ ଖସି ଆସିଛି ଭାରତର ନେଟ୍ ରନ୍ ହାର। ତେବେ ଭାରତ ସେମି କେମିତି ଖେଳିବ ତାକୁ ନେଇ ସାମ୍ନାକୁ ଆସୁଛି ଅନେକ ଗଣିତ ।

What's Your Reaction?

like

dislike

love

funny

angry

sad

wow