ନଦୀକୁ ଖସିଲା ବସ, ୧୮ ମୃତ

Feb 23, 2026 - 11:35
 0  2
ନଦୀକୁ ଖସିଲା ବସ, ୧୮ ମୃତ

ନେପାଳର ଧାଡିଙ୍ଗରେ ଘଟିଛି ଭୟଙ୍କର ଦୁର୍ଘଟଣା ।ତ୍ରିଶୁଳୀ ନଦୀକୁ ଏକ ଯାତ୍ରୀବାହି ବସ୍ ଖସି ୧୮ ଜଣଙ୍କର ହୋଇଛି ମୃତ୍ୟୁ ।ସେହିପରି ଆହତ ହୋଇଛନ୍ତି ଏକାଧିକ। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ରହିଥିବା ମିଳିଛି ସୂଚନା। ଘଟଣା ପରେ ସେଠାରେ ଜୋରଦାର କରାଯାଇଛି ଉଦ୍ଧାର ଅଭିଯାନ। ଆଗକୁ ବି ମୃତ୍ୟୁ ସଂଖ୍ୟା ବଢିବାର ରହିଛି ଆଶଙ୍କା।ନେପାଳର ପୋଖରାରୁ  କାଠମାଣ୍ଡୁ ଯାଉଥିବା ସମୟରେ ଘଟିଥିଲା ଏହି ଦୂର୍ଘଟଣା ।

What's Your Reaction?

like

dislike

love

funny

angry

sad

wow