ୟୁରୋପକୁ ନାଲି ଆଖି ଦେଖାଇଲେ ଡୋନାଲ୍ଡ ଟ୍ରାମ୍ପ
ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଗାଦିରେ ବସିବା ପୂର୍ବରୁ ସାରା ୟୁରୋପକୁ ନାଲି ଆଖି ଦେଖାଇଛନ୍ତି ଡୋନାଲ୍ଡ ଟ୍ରାମ୍ପ ।ଆମେରିକୀୟ ତୈଳ ଓ ଗ୍ୟାସ କ୍ରୟ ପରିମାଣ ବୃଦ୍ଧି ନକଲେ ୟୁରୋପୀୟ ରାଷ୍ଟ୍ରଗୁଡିକ ଉପରେ ଅଧିକ ଶୁଳ୍କ ଲାଗୁ ହେବ ବୋଲି ସେ ଦେଇଛନ୍ତି ଧମକ। ଆମେରିକା ସହ ଟ୍ରେଡ ଗ୍ଯାପ ହ୍ରାସ କରିବା ଲାଗ ଆଗୁଆ ଏହି ସୂଚନା ଦେଇଛନ୍ତି ଟ୍ରମ୍ପ।ଗତ ନଭେମ୍ବରରେ ଟ୍ରମ୍ପ ଦେଇଥିବା ଏକ ଧମକକୁ ନେଇ ଛାନିଆ ହୋଇଥିଲେ କାନାଡା ଓ ମେକ୍ସିକୋ ।
Jangyaseni Parida