ଜାନୁଆରୀ ୧୮ରେ ହୀରାକୁଦ ଜଳଭଣ୍ଡାରରେ ହେବ ପକ୍ଷୀ ଗଣନା

ଜାନୁଆରୀ ୧୮ରେ ହୀରାକୁଦ ଜଳଭଣ୍ଡାରରେ ହେବ ପକ୍ଷୀ ଗଣନା

ଆସନ୍ତା ଜାନୁଆରୀ ୧୮ ତାରିଖରେ ହୀରାକୁଦ ଜଳଭଣ୍ଡାରରେ ହେବ ପକ୍ଷୀ ଗଣନା । ଦିନକରେ ହେବ ଏହି ଗଣନା କାର୍ଯ୍ୟ । ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟରରେ ପକ୍ଷୀ ଗଣନା ହେବା ନେଇ ସୂଚନା ଦେଇଛନ୍ତି ହୀରାକୁଦ ବନ୍ଯପ୍ରାଣୀ ଡିଭିଜନ୍ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ  ।