କାର୍ଯ୍ୟରେ ଯୋଗ ଦେଲେ ନୂଆ ବିଏମସି କମିସନର ଚଞ୍ଚଳ ରାଣା

Jul 29, 2025 - 13:24
 0  17
କାର୍ଯ୍ୟରେ ଯୋଗ ଦେଲେ ନୂଆ ବିଏମସି କମିସନର ଚଞ୍ଚଳ ରାଣା

ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଲେ ନୂଆ ବିଏମସି କମିସନର ଚଞ୍ଚଳ ରାଣା । ୧୭ ତମ ବିଏମସି କମିସନର ଭାବେ ସେ ନେଇଛନ୍ତି ଦାୟିତ୍ୱ । ବିଏମସିର ଭାରପ୍ରାପ୍ତ କମିସନର ରତ୍ନାକର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ନୂଆ କମିସନର । ପୂର୍ବରୁ ପୁରୀ ଜିଲ୍ଲାପାଳ ଭାବରେ ଦାୟିତ୍ୱରେ ଥିଲେ ଚଞ୍ଚଳ ରାଣା ।

What's Your Reaction?

like

dislike

love

funny

angry

sad

wow