ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ : ପ୍ରମିଳା ମଲ୍ଲିକ

ନିଶାମୁକ୍ତ ଓଡ଼ିଶା ଘଟଣାର ନାରା ଦେଇ ସରକାରକୁ ଆସିଥିଲା ବିଜେପି। ହେଲେ ଚିକିଟିରେ ଘଟିଲା ମଦମୃତ୍ଯୁ। ବିଷାକ୍ତ ମଦମୃତ୍ଯୁ ଘଟଣାରେ ଆଜି ପୁଣି ଆଉ ଜଣଙ୍କର ହୋଇଛି ମୃତ୍ୟୁ । ଏହି ଅଘଟଣାରେ ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ସରକାର ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା।
What's Your Reaction?






