ଲଗାଣ ବର୍ଷା ପାଇଁ ପୁରୀରେ ସ୍କୁଲ ଛୁଟି

Sep 26, 2024 - 13:54
 0  2
ଲଗାଣ ବର୍ଷା ପାଇଁ  ପୁରୀରେ  ସ୍କୁଲ ଛୁଟି

ଲଗାଣ ବର୍ଷା ଯୋଗୁଁ  ଆଜି ଦିନକ ପାଇଁ ପୁରୀ ଜିଲ୍ଲାର ସବୁ ବିଦ୍ୟାଳୟ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଜାରି କରାଯାଇଛି କମଳା ସତର୍କତା । ଏଥିପାଇଁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ  ହୋଇଛି  ଛୁଟି ଘୋଷଣା।ସେପଟେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ  ମନ୍ଦିରରେ ଲହଡି ଭାଙ୍ଗୁଛି ୧ ଫୁଟର ବର୍ଷା ପାଣି ।  ବୁଡି ରହିଛି ଗର୍ଭଗୃହରୁ ବାଲି ନିଷ୍କାସନ ପାଇଁ ଲାଗିଥିବା ଲୁହା ବିମି । ପାଣି ଜମି ରହିବା ଯୋଗୁ ପର୍ୟ୍ୟଟକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅସନ୍ତୋଷ । 

What's Your Reaction?

like

dislike

love

funny

angry

sad

wow