ବଢିଲା ମଧ୍ୟାହ୍ନ ଭୋଜନ ପାଚକ ପାଚିକାଙ୍କ ଦରମା
ବଢିଲା ମଧ୍ୟାହ୍ନ ଭୋଜନ ପାଚକ ପାଚିକାଙ୍କ ଦରମା। ଏଣିକି ସେମାନେ ମାସିକ ୨ହଜାର ଟଙ୍କା ପରିବର୍ତ୍ତେ ୩ହଜାର ଟଙ୍କା ପାଇବେ ପାରିଶ୍ରମିକ।ଏଥିରେ ଉପକୃତ ହେବେ ୧.୧୨ଲକ୍ଷ ପାଚିକା।ଏଥିପାଇଁ ବର୍ଷକୁ ଅତିରିକ୍ତ ୧୧୨ କୋଟି ଟଙ୍କା ବ୍ୟୟ କରିବେ ରାଜ୍ୟ ସରକାର।
Jangyaseni Parida