ହଠାତ୍ କଟାଯିବନାହିଁ କାହାର ବି ପଡିକାର୍ଡ

Mar 16, 2025 - 15:25
 0  3
ହଠାତ୍ କଟାଯିବନାହିଁ କାହାର ବି ପଡିକାର୍ଡ

ହଠାତ୍ କଟାଯିବନାହିଁ କାହାର ବି ପଡିକାର୍ଡ।ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ସେ ଆହୁରି କହିଛନ୍ତି ଯେ,ପ୍ରକୃତ ହିତାଧିକାରୀ ଯାଂଚ ପାଇଁ ହେବ ଶାରୀରିକ ସର୍ବେକ୍ଷଣ। ସର୍ବେକ୍ଷଣ ପରେ ଚୂଡାନ୍ତ ହେବ ପଡିକାର୍ଡ ହିତାଧିକାରୀଙ୍କ ତାଲିକା । ଏବେ ସୁଦ୍ଧା ୩୦ ଲକ୍ଷ ୭୩୪ ହଜାର ଲୋକ  କରିନାହାନ୍ତି ଇକେୱାସି। ୩୧ ମାର୍ଚ୍ଚ ପରେ ଜଣା ପଡ଼ିବ କେତେ ଲୋକ EKYC କରିନାହାନ୍ତି। ଏହାପରେ କାହିଁକି ହିତାଧିକାରୀ ଇକେୱାସି କରି ନାହାନ୍ତି ସେନେଇ କ୍ଷେତ୍ର ପରିଦର୍ଶନ କରି ଦେଖିବେ ବିଭାଗୀୟ ଅଧିକାରୀ । 

What's Your Reaction?

like

dislike

love

funny

angry

sad

wow