ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର କୃଷିମନ୍ତ୍ରୀ

During his visit to Odisha, Union Agriculture Minister Shivraj Singh Chouhan inaugurated the "Viksit Krishi Sankalp Abhiyan" at Sakhigopal in Puri district. At the event, the Agriculture Minister praised the state government and thanked the Modi government for providing a bonus on the MSP (Minimum Support Price) of paddy. He stated, "Mohan Majhi’s government has done wonders—buying paddy worth ₹2,300 at ₹3,100." He further mentioned that Koraput rice will reach the global market.

May 29, 2025 - 13:19
 0  14
ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର କୃଷିମନ୍ତ୍ରୀ

ଓଡ଼ିଶା ଗସ୍ତରେ ଆସି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ।  ଏହି ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି କୃଷିମନ୍ତ୍ରୀ । ଧାନ ଏମଏସପିରେ ବୋନସ୍ ପ୍ରଦାନ ପାଇଁ ମୋହନ ସରକାରକୁ ଧନ୍ୟବାଦ ଦେଇ ସେ କହିଛନ୍ତି ଯେ, କମାଲ କରିଦେଲେ ମୋହନ ମାଝୀଙ୍କ ସରକାର  । ୨୩ ଶହ ଟଙ୍କା ଧାନକୁ ୩୧ ଶହ ଟଙ୍କାରେ କିଣିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱରେ ପହଞ୍ଚିବ କୋରାପୁଟ ଚାଉଳ । 

What's Your Reaction?

like

dislike

love

funny

angry

sad

wow