ଭାଙ୍ଗିଲା ଟ୍ରମ୍ପ ଓ ମସ୍କ ଯୋଡ଼ି

The Trump-Musk duo has broken apart. Elon Musk, who was serving as the head of the DOJ (Department of Justice) in the U.S. government, has suddenly resigned from his position. Musk announced this on his social media platform X. He stated, "My tenure as a special employee in the U.S. government has come to an end. I thank Trump for giving me the opportunity to cut unnecessary expenses. With time, the DOJ will become even stronger." It is worth noting that Elon Musk was appointed as the head of the DOJ after Donald Trump was elected as the President of the United States for the second time.

May 29, 2025 - 13:07
 0  17
ଭାଙ୍ଗିଲା ଟ୍ରମ୍ପ ଓ ମସ୍କ ଯୋଡ଼ି

ଭାଙ୍ଗିଲା ଟ୍ରମ୍ପ ଓ ମସ୍କ ଯୋଡ଼ି । ଆମେରିକା ସରକାରରେ ଡିଓଜିଇ ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳୁଥିବା ଏଲନ ମସ୍କ ଅଚାନକ ନିଜ ପଦରୁ ଦେଇଛନ୍ତି ଇସ୍ତଫା  । ଏନେଇ ନିଜ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ମସ୍କ ।ସେ କହିଛନ୍ତି ଯେ, ଆମେରିକା ସରକାରରେ ବିଶେଷ କର୍ମଚାରୀ ଭାବେ ମୋର ଶେଷ ହୋଇଛି କାର୍ଯ୍ୟକାଳ। ଅଯଥା ଖର୍ଚ୍ଚ କମାଇବାକୁ ସୁଯୋଗ ଦେଇଥିବାରୁ ଟ୍ରମ୍ପଙ୍କୁ ଧନ୍ୟବାଦ । ସମୟ ସହ ଆହୁରି ଶକ୍ତିଶାଳୀ ହେବ ଡିଓଜିଇ ବିଭାଗ।ତେବେ ଟ୍ରମ୍ପ ଦ୍ବିତୀୟଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏଲନ ମସ୍କଙ୍କୁ ଡିଓଜିଇର ମୁଖ୍ୟ ଭାବେ କରିଥିଲେ ନିଯୁକ୍ତ।

What's Your Reaction?

like

dislike

love

funny

angry

sad

wow