ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର, ୪ ଗରିଫ

ବଲିଉଡ ଅଭିନେତା ସଲମାନ ଖାଁଙ୍କୁ ପୁଣି ଥରେ ଆକ୍ରମଣ କରିବା ପାଇଁ ରଚାଯାଇଥିଲା ଏକ ଷଡଯନ୍ତ୍ର। ପାନ୍ଭେଲ ସ୍ଥିତ ଫାର୍ମା ହାଉସରେ ହୋଇଥାନ୍ତା ଆକ୍ରମଣ। ତେବେ ଏହା ପୂର୍ବରୁ ଗୁଇନ୍ଦା ସୂଚନା ପାଇ ସବୁ ଉଦ୍ୟମକୁ ପଣ୍ଡ କରିଛି ନାଭି ମୁମ୍ବାଇ ପୋଲିସ । ଏଥିସହ ଘଟଣାରେ ଚାରି ଜଣଙ୍କୁ କରଯାଇଛି ଗିରଫ । ସେମାନେ ହେଲେ ଲରେନ୍ସ ବିଶ୍ନୋଇ,ଅନମୋଲ ବିଶ୍ନୋଇ, ଗୋଲ୍ଡି ବ୍ରାର, ସମ୍ପାଟ ନେହେରା। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପାନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ କରୁଥିଲେ ଯୋଜନା । ଏଥିପାଇଁ ପାକିସ୍ତାନ ଯୋଗାଣକାରୀଙ୍କଠାରୁ ମଗାଯାଇଥିଲା ଅସ୍ତ୍ରଶସ୍ତ୍ର ।
What's Your Reaction?






