ସାତକୋଶିଆରେ ଆରମ୍ଭ ହେଲା କୁମ୍ଭୀର ଗଣନା

Jan 6, 2025 - 11:57
 0  3
ସାତକୋଶିଆରେ ଆରମ୍ଭ ହେଲା କୁମ୍ଭୀର ଗଣନା

ଆଜିଠାରୁ ସାତକୋଶିଆରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା। ଏହି ଗଣନା ପାଇଁ ୧୪ଟି ଦଳରେ ମୋଟ୍‌ ୭୦ କର୍ମଚାରୀ ଅଛନ୍ତି ନିୟୋଜିତ । ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ। ଏହି ସମୟରେ ପର୍ଯ୍ୟଟକଙ୍କୁ ସାତକୋଶିଆ ଆସିବା ପାଇଁ ବାରଣ କରାଯାଇଥିବାବେଳେ ମହାନଦୀରେ ଡଙ୍ଗା ଚାଳନା ଏବଂ ମାଛ ଧରିବାକୁ ମଧ୍ୟ କରାଯାଇଛି ମନା ।ସେହିପରି  ୧୭ ଓ ୧୮ ତାରିଖରେ ପକ୍ଷୀ ଗଣନା କରାଯିବ ବୋଲି ମିଳିଛି ସୂଚନା ।

What's Your Reaction?

like

dislike

love

funny

angry

sad

wow