ଭାରତରେ ପ୍ରବେଶ ଚାଇନା ଭୂତାଣୁ

ଭାରତରେ ପ୍ରବେଶ କଲା ଚାଇନାର ଏଚ୍ଏମ୍ପିଭି ଭୂତାଣୁ । ବେଙ୍ଗାଲୁରୁର ଜଣେ ୮ ମାସର ଝିଅ ଏହି ଭୂତାଣୁରେ ହୋଇଛି ସଂକ୍ରମିତ ।ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ହାସପାତାଳର ଲାବୋରେଟୋରୀରେ କରାଯାଇଥିବା ପରୀକ୍ଷଣରେ ଏଚ୍ଏମ୍ପିଭ ଭୂତାଣୁ ହୋଇଛି ନିଶ୍ଚିତ । ଏନେଇ କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଛି କର୍ନାଟକ ସ୍ବାସ୍ଥ୍ୟ ବିଭାଗ।
What's Your Reaction?






