ସାତକୋଶିଆରେ ଆରମ୍ଭ ହେଲା କୁମ୍ଭୀର ଗଣନା
ଆଜିଠାରୁ ସାତକୋଶିଆରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା। ଏହି ଗଣନା ପାଇଁ ୧୪ଟି ଦଳରେ ମୋଟ୍ ୭୦ କର୍ମଚାରୀ ଅଛନ୍ତି ନିୟୋଜିତ । ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ। ଏହି ସମୟରେ ପର୍ଯ୍ୟଟକଙ୍କୁ ସାତକୋଶିଆ ଆସିବା ପାଇଁ ବାରଣ କରାଯାଇଥିବାବେଳେ ମହାନଦୀରେ ଡଙ୍ଗା ଚାଳନା ଏବଂ ମାଛ ଧରିବାକୁ ମଧ୍ୟ କରାଯାଇଛି ମନା ।ସେହିପରି ୧୭ ଓ ୧୮ ତାରିଖରେ ପକ୍ଷୀ ଗଣନା କରାଯିବ ବୋଲି ମିଳିଛି ସୂଚନା ।
What's Your Reaction?