ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି ୧୫୭ ଜଣ ପୁରୁଷ

Jan 22, 2025 - 12:45
 0  2
ସୁଭଦ୍ରା ଯୋଜନା  ଆବେଦନ କରିଛନ୍ତି ୧୫୭ ଜଣ ପୁରୁଷ

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖୁଲାସା । ଏଥିପାଇଁ ଆବେଦନ କରିଛନ୍ତି ରାଜ୍ୟର ୧୫୭ ଜଣ ପୁରୁଷ ।ଏନେଇ ସୂଚନା ଦେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ତଥ୍ୟ ଆସିଲା ସେତେବେଳେ ସାମ୍ନାକୁ ଆସିଥିଲା ଏହି ତଥ୍ୟ । ବେଳେବେଳେ ପୁଅ ନାଁ ଓ ଝିଅ ନାଁ ଏକା ଭଳି ଥାଏ । ସେମାନେ ତ୍ରୃଟିରେ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ବୋଲି କହିଛନ୍ତି ପ୍ରଭାତୀ ପରିଡା । 

What's Your Reaction?

like

dislike

love

funny

angry

sad

wow