ଦୁର୍ଗାପାଲି ରେଲଓ୍ବେ ଓଭରବ୍ରିଜର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
translate to English ChatGPT said: While visiting Sambalpur, Union Education Minister Dharmendra Pradhan inaugurated the Durgapali Railway Overbridge, constructed at a cost of over ₹60 crore 43 lakh 78 thousand. On this occasion, he stated that the joint cooperation of the Central and State Governments in building this overbridge is a good step towards making Sambalpur a more beautiful and modern city. He added that this bridge will help reduce local traffic congestion and make public transportation safer and more convenient. In the coming days, Sambalpur city will be developed into a prosperous and well-equipped urban area. Roads, drinking water, health services, and sanitation will be improved. Connectivity and related infrastructure will be strengthened. A ring road will be constructed. Internal roads within the city will also be developed. Additionally, a bridge will be constructed over the Mahanadi River to connect Burla and Hirakud.

ସମ୍ବଲପୁର ଗସ୍ତରେ ଥିବାବେଳେ ୬୦ କୋଟି ୪୩ ଲକ୍ଷ ୭୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଦୁର୍ଗାପାଲି ରେଳବାଇ ଓଭରବ୍ରିଜର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ଓଭରବ୍ରିଜ୍ ସମ୍ବଲପୁର ସହରକୁ ଅଧିକ ସୁନ୍ଦର ଓ ଆଧୁନିକ କରିବା ପାଇଁ ଏହା ଏକ ଭଲ ପଦକ୍ଷେପ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ହ୍ରାସ ହେବା ସହ ଜନସାଧାରଣଙ୍କ ଯାତାୟତ ସୁରକ୍ଷିତ ଓ ହେବ ସୁଗମ । ଆଗାମୀ ଦିନରେ ସମ୍ବଲପୁର ସହରକୁ ଏକ ଶ୍ରୀମନ୍ତ ସହରରେ କରାଯିବ ବିକଶିତ। ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଅଣାଯିବ ଉନ୍ନତି । ସୁଦୃଢ କରାଯିବ ଯୋଗାଯୋଗ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି। କରାଯିବ ରିଙ୍ଗ୍ ରୋଡ୍ । ସହର ମଧ୍ୟରେ ଥିବା ଆଭ୍ୟନ୍ତରୀଣ ରାସ୍ତା ତିଆରି କରାଯିବ । ମହାନଦୀ ଉପରେ ନିର୍ମାଣ ହେବ ସେତୁ, ଯାହା ବୁର୍ଲା ଓ ହୀରାକୁଦକୁ କରିବ ସଂଯୋଗ ।
What's Your Reaction?






