ରଥଯାତ୍ରାରୁ ନୀଳାଦ୍ରିବିଜେ ମଧ୍ୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
The repair work of the Ratna Bhandar (treasure chamber) will be completed between the Ratha Yatra and Niladri Bije, as informed by Law Minister Prithviraj Harichandan. The Minister stated that the ASI Director General and his team have visited and reviewed the repair work of the Jagannath Temple and the Ratna Bhandar. A review was also conducted of the repairs typically carried out in the sanctum sanctorum during the Ratha Yatra period. Discussions were held regarding the preservation of the sacred site without making any structural changes to the temple architecture. The temple administrator has briefed the ASI DG about the temple's requirements. There was also discussion on the technical expertise needed for the temple’s preservation. Currently, the repair work of the Ratna Bhandar is paused due to the ongoing Chapa Khela (ritual bathing of the deities).

ରଥଯାତ୍ରାରୁ ନୀଳାଦ୍ରିବିଜେ ମଧ୍ୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ଏଏସଆଇ ଡ଼ିଜି ଏବଂ ତାଙ୍କ ଦଳ ଆସି ଜଗନ୍ନାଥ ମନ୍ଦିରର ମରାମତି କାମ ଏବଂ ରତ୍ନଭଣ୍ଡାର କାମର କରିଛନ୍ତି ସମୀକ୍ଷା । ରଥଯାତ୍ରା ସମୟରେ ଗର୍ଭ ଗୃହରେ ଯେଉଁ ଯେଉଁ ମରାମତି କାମ ହୁଏ ସେନେଇ ହୋଇଛି ସମୀକ୍ଷା । ମନ୍ଦିର ଢାଞ୍ଚାରେ କୌଣସି ପରିବର୍ତ୍ତନ ନକରି ପବିତ୍ର ପୀଠର ସଂରକ୍ଷଣ ବାବଦରେ ହୋଇଛି ଆଲୋଚନା। ମନ୍ଦିରର ଆବଶ୍ୟକତା ଦୃଷ୍ଟି କୋଣରୁ ମନ୍ଦିର ପ୍ରଶାସକ ଏଏସ୍ଆଇ ଡିଜିଙ୍କୁ କରାଇଛନ୍ତି ଅବଗତ । ମନ୍ଦିରର ସଂରକ୍ଷଣ ପାଇଁ ଯେଉଁସବୁ ଜ୍ଞାନ କୌଶଳର ଆବଶ୍ୟକତା ରହିଛି ସେ ନେଇ ମଧ୍ଯ ହୋଇଛି ଆଲୋଚନା ।ଏବେ ଠାକୁରଙ୍କ ଚାପ ଖେଳ ପାଇଁ ବନ୍ଦ ଅଛି ରତ୍ନଭଣ୍ଡାର ମରାମତି।
What's Your Reaction?






