ସରିଲା ମାଟ୍ରିକ୍ ପରୀକ୍ଷା, ମେ’ ରେ ପ୍ରକାଶ ପାଇବ ଫଳ

ଶାନ୍ତି ଶୃଙ୍ଖଳାର ସହ ସରିଛି ମାଟ୍ରିକ ପରୀକ୍ଷା।ଶେଷ ଦିନରେ ହିନ୍ଦି ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ।ଏଥର ପ୍ରଶ୍ନପତ୍ର ହୋଇନି ଭାଇରାଲ । ପ୍ରଥମ କରି ଚଳିତ ବର୍ଷ ଯେଉଁ ୱାଟର ମାର୍କ ଓ କ୍ୟୁଆର୍ କୋଡ୍ ଲାଗୁ କରାଯାଇଥଲା ତାର ମିଳିଛି ଉପଯୁକ୍ତ ଫଳ ।ତେବେ ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା । ମେ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଫଳ ।ଏ ନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।
What's Your Reaction?






