ନିରପେକ୍ଷ ଭାବେ ରାସନ କାର୍ଡ ବାଣ୍ଟନ୍ତୁ, ଦଳୀୟ ଭିତ୍ତିରେ କାର୍ଡ ବଣ୍ଟା ନଯାଉ : ପ୍ରସନ୍ନ ଆଚାର୍ଯ୍ୟ

ନୂଆ ପଡି କାର୍ଡ ବଣ୍ଟନ ନେଇ ସରକାରଙ୍କ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ ଆଚାର୍ଯ୍ୟ । ସେ କହିଛନ୍ତି ଯେ, ଦଳୀୟ ଭିତ୍ତିରେ କାର୍ଡ ନ ବାଣ୍ଟି ନିରପେକ୍ଷ ଭାବେ ବାଣ୍ଟନ୍ତୁ କାର୍ଡ। ସରକାରଙ୍କୁ ଖୁସ କଳା ଭଳି କାର୍ଯ୍ୟକ୍ରମ ନ କରନ୍ତୁ ତଳ ସ୍ତରରେ ଥିବା ଅଧିକାରୀ । ଯେଉଁମାନେ ଅସତ ଉପାୟରେ କାର୍ଡ ହାତେଇଛନ୍ତି, ଯାଞ୍ଚ କରି ପଦକ୍ଷେପ ନିଅନ୍ତୁ ସରକାର । ସେଥିରେ ଆପତ୍ତି ନାହିଁ ।ସୂଚନାଯୋଗ୍ୟ ଯେ,ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରଙ୍ଗୀନ ପଡି କାର୍ଡ ।ଏନେଇ ଆଜି ସକାଳେ ସୂଚନା ଦେଇଥିଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ।
What's Your Reaction?






