ବଦଳିବ ସ୍ୱାସ୍ଥ୍ୟକାର୍ଡ ଲୋଗୋ, ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ବୁଲିବେ ନାହିଁ ରୋଗୀ
![ବଦଳିବ ସ୍ୱାସ୍ଥ୍ୟକାର୍ଡ ଲୋଗୋ, ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ବୁଲିବେ ନାହିଁ ରୋଗୀ](https://kalingascroll.in/uploads/images/202501/image_870x_67765d2a90763.jpg)
ବଦଳିବ ସ୍ୱାସ୍ଥ୍ୟକାର୍ଡ ଲୋଗୋ। ଖୁବଶୀଘ୍ର ବଣ୍ଟନ ହେବ ଆୟୁଷ୍ମାନ କାର୍ଡ। ଏଥିପାଇଁ ଜାରି ରହିଛି ପୁରା ପ୍ରକିୟା। ୩.୫ କୋଟି ଲୋକଙ୍କୁ ଦିଆଯିବ ଏହି କାର୍ଡ। ଏନେଇ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।ସେହିପରି ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ବୁଲିବେ ନାହିଁ ରୋଗୀ। ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ତଥ୍ୟ। ଖୁବଶୀଘ୍ର ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ଅଭିଯାନ ଲାଗୁ କରିବାକୁ ଯାଉଛନ୍ତି ସରକାର। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଅଧୀନରେ ରେ ରହିବ ଏହି କାର୍ଡ ।ଏହି କାର୍ଡର ନାମ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)