ହିନ୍ଦୁ ସନ୍ଥ ଚିନ୍ମୟ ଦାସଙ୍କୁ ମିଲିଲାନି ଜାମିନ୍

ବାଂଲାଦେଶର ହିନ୍ଦୁ ସନ୍ଥ ଚିନ୍ମୟ ଦାସଙ୍କୁ ମିଲିଲାନି ଜାମିନ୍। ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଚଟଗାଁବ ଏକ ସ୍ୱତନ୍ତ୍ର ଅଦାଲତ। ଏହାର ଅର୍ଥ ହେଉଛି ବର୍ତ୍ତମାନ କାରାଗାରରେ ହିଁ ରହିବେ ଚିନ୍ମୟ ଦାସ।ଗତବର୍ଷ ନଭେମ୍ବର ୨୫ ତାରିଖରେ ଦେଶଦ୍ରୋହ ଅଭିଯୋଗରେ ଢ଼ାକାର ବିମାନ ବନ୍ଦରରୁ ଇସ୍କନ ମନ୍ଦିର ପୂଜାରୀ ତଥା ହିନ୍ଦୁ ସନ୍ଥ ଚିନ୍ମୟ ଦାସଙ୍କୁ ଗିରଫ କରିଥିଲା ବାଂଲାଦେଶ ପୁଲିସ।
What's Your Reaction?






