ଚାରି ଭାରତୀୟ ଖୋଳାଳିଙ୍କୁ ମିଳିବ ଖେଳରତ୍ନ,୩୨ ଜଣ ଖେଳାଳି ପାଇବେ ଅର୍ଜୁନ ପୁରସ୍କାର

Jan 2, 2025 - 17:02
 0  4
ଚାରି ଭାରତୀୟ ଖୋଳାଳିଙ୍କୁ ମିଳିବ ଖେଳରତ୍ନ,୩୨ ଜଣ ଖେଳାଳି ପାଇବେ ଅର୍ଜୁନ ପୁରସ୍କାର

କ୍ରିଡାରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରି ଭାରତୀୟ ଖୋଳାଳିଙ୍କୁ ମିଳିବ ଖେଳରତ୍ନ। ଏହି ତାଲିକାରେ ସାମିଲ ଅଛନ୍ତି ଚେସ୍‌ ତାରକା ଡି ଗୁକେଶ, ପୁରୁଷ ହକି  ଦଳ କ୍ୟାପ୍ଟେନ ହରମନପ୍ରୀତି ସିଂ, ପାରା ଆଥଲେଟ୍‌ ପ୍ରବୀଣ କୁମାର ଏବଂ ସୁଟର  ମନୁ ଭାକର ।ସେହିପରି ୩୨ ଜଣ ଖେଳାଳିଙ୍କୁ ମିଳିବ  ଅର୍ଜୁନ ପୁରସ୍କାର। ୧୭ ଜାନୁଆରୀ ୨୦୨୫ରେ ରାଷ୍ଟ୍ରପତି ଭବନରେ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ ଏହି ସମ୍ମାନ ସମାରୋହ।

What's Your Reaction?

like

dislike

love

funny

angry

sad

wow