ହସିନାଙ୍କ ବିଷୟରେ ପିଲାଏ ପଢିବେନି ପାଠ

ବାଂଲା ସରକାରଙ୍କ ବଡ଼ ନିଷ୍ପତ୍ତି। ଆଗାମୀ ବର୍ଷ ପିଲାମାନେ ଯେଉଁ ପାଠ ପଢିବେ ସେଥିରୁ ଶେଖ ହସିନାଙ୍କ ସମ୍ପର୍କରେ ରହିବନି କୌଣସି ଉଲ୍ଲେଖ।ଏନେଇ ପୁରା ଦେଶରେ ଜୋର ଧରିଛି ଚର୍ଚ୍ଚା। ଏମିତିକି ପୂର୍ବ ସରକାରଙ୍କ କାଳରେ ଐତିହାସିକ କଥାକୁ ଯେଉଁପରି ଭାବରେ ବଢେଇ ଚଢେଇ କୁହାଯାଇଛି ସେଥିରେ ହେବାକୁ ଯାଉଛି ବ୍ୟାପକ ପରିବର୍ତ୍ତନ।
What's Your Reaction?






