୨ଶାବକ ଜନ୍ମ ଦେଲା ବାଘୁଣୀ ମୌସୁମୀ

Good news has arrived from Nandankanan Zoological Park. A white tigress named Mausumi has given birth to two cubs. The first cub was born at 9:15 PM on Saturday night, and the second at 11:03 PM in Enclosure 28-B. According to reports, one of the cubs is of normal coloration, while the other is white. With the birth of these two cubs, the total number of tigers in the zoo has now increased to 29.

Jun 8, 2025 - 16:18
 0  3
୨ଶାବକ ଜନ୍ମ ଦେଲା ବାଘୁଣୀ ମୌସୁମୀ

ନନ୍ଦନକାନନ ପ୍ରାଣୀଉଦ୍ୟାନରୁ ଆସିଲା ଖୁସିଖବର ।  ୨ଶାବକ ଜନ୍ମ ଦେଲା ଧଳା ରଙ୍ଗର ବାଘୁଣୀ ମୌସୁମୀ। ପ୍ରଥମ ଛୁଆ ଶନିବାର ରାତି ୯:୧୫ ଏବଂ ଦିତୀୟ ଛୁଆ ରାତି ୧୧:୦୩ ସମୟରେ ଏନ୍‌କ୍ଲୋଜର ୨୮-ବି’ରେ ହୋଇଛି ଜନ୍ମ । ଜନ୍ମିତ ଛୁଆ ମଧ୍ୟରୁ ଗୋଟିଏ ଛୁଆ ସାଧାରଣ ରଙ୍ଗର ହୋଇଥିବାବେଳେ ଅନ୍ୟଟି ଧଳାରଙ୍ଗର ବୋଲି ମିଳିଛି ସୂଚନା। ଶାବକ ଦୁଇଟି ଜନ୍ମ ନେବା ଫଳରେ ପ୍ରାଣୀ ଉଦ୍ୟାନରେ ୨୯କୁ ବୃଦ୍ଧି ପାଇଛି ମୋଟ ବାଘ ସଂଖ୍ୟା।


What's Your Reaction?

like

dislike

love

funny

angry

sad

wow