ଇମିଗ୍ରେସନ ପ୍ରସଙ୍ଗକୁ ନେଇ ଲସ୍ ଆଞ୍ଜେଲସ ସ୍ଥିତି ବେହାଲ

The situation in Los Angeles has worsened over immigration issues. Around 2,000 National Guard troops have been deployed in the city. While immigration raids continue, protests have erupted in several locations. These protests, ongoing since last Friday, have led to growing tension, prompting intensified enforcement measures. Some areas have witnessed outbreaks of violence. Former President Donald Trump has called on California Governor Gavin Newsom and Los Angeles Mayor Karen Bass to bring the situation under control. Reports indicate that approximately 50 people have been arrested in connection with the unrest. To quell the tension, border patrol forces have used tear gas on protesters.

Jun 8, 2025 - 16:12
 0  8
ଇମିଗ୍ରେସନ ପ୍ରସଙ୍ଗକୁ ନେଇ ଲସ୍ ଆଞ୍ଜେଲସ ସ୍ଥିତି ବେହାଲ

ଇମିଗ୍ରେସନ ପ୍ରସଙ୍ଗକୁ ନେଇ ଲସ୍ ଆଞ୍ଜେଲସରେ ବେହାଲ ହୋଇଛି  ସ୍ଥିତି । ସହରରେ ମୁତୟନ ହୋଇଛନ୍ତି ୨୦୦୦ ନ୍ୟାସନାଲ ଗାର୍ଡ ବାହିନୀ । ସହରରେ ଇମିଗ୍ରେସନ ଚଢାଉ ଜାରି ରହିଥିବାବେଳେ ବିଭିନ୍ନ ସ୍ଥାନରେ ହୋଇଛି ପ୍ରତିବାଦ ଆନ୍ଦୋଳନ । ଗତ ଶୁକ୍ରବାରଠାରୁ ସହରରେ ଏହି ଆନ୍ଦୋଳନ ଜାରି ରହିଥିବାବେଳେ ଉତ୍ତେଜନା ରୋକିବା ଲାଗି ଜାରି ରହିଛି ଦମନ ପ୍ରକ୍ରିୟା। କେତେକ ସ୍ଥାନରେ ସୃଷ୍ଠି ହୋଇଛି ହିଂସାକାଣ୍ଡ । କାଲିଫର୍ଣ୍ଣିଆ ରାଜ୍ୟପାଳ ଗାଭିନ ନିଉଜକମ ଓ ଲସ ଆଞ୍ଜେଲସ ମେୟର କାରେନ ବାସଙ୍କୁ ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଆହ୍ବାନ ଦେଇଛନ୍ତି ଟ୍ରମ୍ପ । ଏହି ଘଟଣାରେ ପ୍ରାୟ ୫୦ଜଣଙ୍କୁ ଗିରଫ କରାଯାଇଥିବା ମିଳିଛି ସୂଚନା  । ଉତ୍ତେଜନା ପ୍ରଶମିତ କରିବା ଲାଗି ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଛନ୍ତି ସୀମା ପାଟ୍ରୋଲ ବାହିନୀ ।

What's Your Reaction?

like

dislike

love

funny

angry

sad

wow