ଏଣିକି ପୁରୀ ବଡ଼ଦାଣ୍ଡରେ ବିକ୍ରି ହେବନି ଆମିଷ କି ମଦ
Now, meat and alcohol will no longer be sold on Puri’s Grand Road (Bada Danda). No liquor shops or bars will be allowed within a 2-kilometer radius of the Shree Jagannath Temple. Puri is set to be declared a pilgrimage city. This information was shared by Law Minister Prithviraj Harichandan. Additionally, all houses along the Grand Road will follow a uniform architectural pattern. The appearance of houses facing the Grand Road will be transformed. The Law Minister stated that initial work for this transformation has already begun.

ଏଣିକି ପୁରୀ ବଡ଼ଦାଣ୍ଡରେ ବିକ୍ରି ହେବନି ଆମିଷ କି ମଦ । ଶ୍ରୀମନ୍ଦିର ଦୁଇ କିଲୋମିଟର ପରିଧି ଭିତରେ ରହିବନି ମଦ ଦୋକାନ ଏବଂ ବାର୍ । ପୁରୀକୁ କରାଯିବ ତୀର୍ଥ ସହର । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେହିପରି ବଡ଼ଦାଣ୍ଡରେ ସବୁ ଘରର ରହିବ ଏକ ସାଧାରଣ ଭିତ୍ତିଭୂମି ଢାଞ୍ଚା । ବଡ଼ଦାଣ୍ଡ ପଟେ ମୁହଁ କରିଥିବା ଘର ଗୁଡିକର ବଦଳିବ ରୂପ ରେଖ । ଏନେଇ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ ।
What's Your Reaction?






