ଆରଜେଡିରୁ ତେଜ ପ୍ରତାପ ନିଲମ୍ୱିତ: ପୁଅ ତେଜ ପ୍ରତାପଙ୍କୁ ନିଲମ୍ୱିତ କଲେ ଲାଲୁ ଯାଦବ

Tej Pratap Yadav has been expelled from the Rashtriya Janata Dal (RJD). RJD chief Lalu Prasad Yadav has expelled his elder son Tej Pratap Yadav from the party for five years. Lalu Yadav stated that Tej Pratap has been removed from the party due to his irresponsible behavior, lack of adherence to family values, and deviation from public decorum. Just a day earlier, Tej Pratap had announced his romantic relationship and shared a photo with his girlfriend Anushka Yadav. Subsequently, he edited and deleted multiple posts on social media and later claimed that his social media account had been hacked.

May 25, 2025 - 16:59
 0  5
ଆରଜେଡିରୁ ତେଜ ପ୍ରତାପ ନିଲମ୍ୱିତ: ପୁଅ ତେଜ ପ୍ରତାପଙ୍କୁ ନିଲମ୍ୱିତ କଲେ ଲାଲୁ ଯାଦବ

ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡିରୁ ବହିସ୍କାର ହେଲେ ତେଜପ୍ରତାପ ଯାଦବ। ଆରଜେଡି ମୂଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ଦଳରୁ ୫ ବର୍ଷ ପାଇଁ କରିଛନ୍ତି ବହିସ୍କାର । ତାଙ୍କର ଦାଯିତ୍ୱହୀନ ଆଚରଣ ଓ ପାରିବାରିକ ମୂଲ୍ୟବୋଧ ତଥା ସାର୍ବଜନିକ ଶିଷ୍ଠାଚାରରୁ ସେ ବିତ୍ୟୁଚି ହୋଇଥିବାରୁ ତାଙ୍କୁ ଦଳରୁ ବହିସ୍କାର କରାଯାଇଥିବା କହିଛନ୍ତି ଲାଲୁ ଯାଦବ । ତେବେ ଗତକାଲି ନିଜ ପ୍ରେମ ସମ୍ପର୍କ ନେଇ ଘୋଷଣା କରିବା ସହ ପ୍ରେମିକା ଅନୁଷ୍କା ଯାଦବଙ୍କ ସହ ଏକ ଫଟୋ ସେୟାର କରିଥିଲେ ତେଜ ପ୍ରତାପ ଯାଦବ । ପରେ, ସାମାଜିକ ଗଣମାଧ୍ୟମ ପୋଷ୍ଟଗୁଡ଼ିକୁ ଅନେକ ଥର କରିଥିଲେ ସଂଶୋଧନ  ଏବଂ ପରେ କହିଥିଲେ ଯେ ତାଙ୍କର  ହ୍ୟାକ୍ ହୋଇଯାଇଛି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ । 

What's Your Reaction?

like

dislike

love

funny

angry

sad

wow