ୟୁକ୍ରେନ ଉପରେ ଋଷିଆର ବଡ଼ ଡ୍ରୋନ୍ ଆକ୍ରମଣ: ୧୩ ଜଣଙ୍କ ମୃତ୍ୟୁ

Russia has launched the largest airstrike yet against Ukraine. Amid ongoing ceasefire talks between the two countries, President Putin’s forces carried out a massive assault. As a result, 13 people have been reported dead and more than 12 injured. Late Sunday night, Russia attacked the city of Zhytomyr with 367 drones and missiles. Russia has claimed that it shot down 110 Ukrainian drones. Reacting strongly to Russia’s airstrike, former U.S. President Donald Trump condemned the attack, saying, “The downfall of Russia has begun. Putin is acting like a madman, unnecessarily killing people.” He further stated that Russia has attacked Ukrainian cities with missiles and drones without any justification.

May 26, 2025 - 12:23
May 26, 2025 - 12:46
 0  7
ୟୁକ୍ରେନ ଉପରେ ଋଷିଆର ବଡ଼ ଡ୍ରୋନ୍ ଆକ୍ରମଣ: ୧୩ ଜଣଙ୍କ ମୃତ୍ୟୁ

 ୟୁକ୍ରେନ ବିରୋଧରେ ସବୁଠୁ ବଡ଼ ଏୟାରଷ୍ଟ୍ରାଇକ କରିଛି ରୁଷିଆ ।ଯୁଦ୍ଧବିରତି ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଭିତରେ ବଡ଼ ଆକ୍ରମଣ କରିଛି ପୁଟିନ ସେନା  । ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆହତ ହୋଇଛନ୍ତି  ୧୨ରୁ ଅଧିକ ଲୋକ । ରବିବାର ବିଳମ୍ବିତ ରାତିରେ ଝିଟୋର୍ମି ସହର ଉପର ୩୬୭ଟି ଡ୍ରୋନ୍‌ ଓ ମିଶାଇଲ ମାଡ଼ କରିଥିଲା ରୁଷିଆ। ୟୁକ୍ରେନର ୧୧୦ଟି ଡ୍ରୋନ୍‌କୁ ମାରି ମାରି ଖସାଇ ଦେଇଥିବା ରୁଷିଆ କରିଛି ଦାବି। ରୁଷିଆର ଏୟାରଷ୍ଟ୍ରାଇ୍‌କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ନିନ୍ଦା କରି କହିଛନ୍ତି ଯେ,  ଆରମ୍ଭ ହୋଇଗଲା ରୁଷିଆର ପତ୍ତନ।  ପାଗଳ ଭଳି କାର୍ଯ୍ୟ କରୁଛନ୍ତି  ପୁଟିନ। ଅନାବଶ୍ୟକ ଭାବେ ଲୋକଙ୍କୁ କରୁଛନ୍ତି ହତ୍ୟା । ବିନା କାରଣରେ ୟୁକ୍ରେନ୍ ସହର ଉପରେ ଋଷିଆ ମିସାଇଲ୍ ଓ ଡ୍ରୋନରେ ଆକ୍ରମଣ କରିଛି ବୋଲି କହିଛନ୍ତି ଟ୍ରମ୍ପ ।

What's Your Reaction?

like

dislike

love

funny

angry

sad

wow