ସେୟାର ବଜାରରେ ଯୁଦ୍ଧର ପ୍ରଭାବ

ଭାରତୀୟ ସେୟାର ବଜାର ଉପରେ ପଡିଲା ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ। ଆଜି ସେୟାର ବଜାର କାରାବାର ଆରମ୍ଭରୁ ହ୍ରାସ ପାଇଛି ସେନସେକ୍ସ ଓ ନିଫ୍ଟି, ଯାହାକୁ ନେଇ ବଢିଛି ନିବେଶକଙ୍କ ଚିନ୍ତା। ଆଜି ସେୟାର ମାର୍କେଟରେ ୭୦୦ ଅଙ୍କ ହ୍ରାସରେ ଚାଲିଛି ସେନସେକ୍ସ। ସେହପରି ୩୪୫ ଅଙ୍କ ହ୍ରାସ ପାଇଛି ନିଫଟି। କେବଳ ଭାରତୀୟ ସେୟାର ବଜାର ନୁହେଁ ବରଂ ବିଶ୍ବର ଅନେକ ଦେଶର ଷ୍ଟକ କାରବାର ହୋଇଛି ପ୍ରଭାବିତ।
What's Your Reaction?






