ଗିରଫ ହେଲେ ରୂପା ଗାଙ୍ଗୁଲି

ପଶ୍ଚିମବଙ୍ଗ ବିଜେପିକୁ ବଡ ଝଟକା। କାରଣ ଗିରଫ ହୋଇଛନ୍ତି ବିଜେପିର ପୂର୍ବ ସାଂସଦ ରୂପା ଗାଙ୍ଗୁଲି। ବାଂସଦ୍ରୋଣୀ ପୋଲିସ ଷ୍ଟେସନରେ ସାରା ରାତି ଧାରଣାରେ ବସିବା ପରେ ତାଙ୍କୁ ଗିରଫ କରିଛି ପୋଲିସ ।ଗିରଫ କରି ତାଙ୍କୁ ଲାଲବାହଜାର ନିଆଯାଇଥିବା ମିଳିଛି ସୂଚନା ।
What's Your Reaction?






