ଆଜି ହେଉଛି 'ବିଜୟ ଦିବସ'
Today is Vijay Diwas — a golden chapter in history. Vijay Diwas is a symbol of India’s bravery, sacrifice, and military excellence. On this day, a war was fought between India and Pakistan, in which India gave a decisive and befitting reply to Pakistan. On December 16, 1971, around 93,000 Pakistani soldiers surrendered to the Indian Army and the Mukti Bahini. This war was also historic for Bangladesh, as the outcome led to the birth of a new nation — Bangladesh. This victory was not merely a geopolitical success, but also a triumph of human values, freedom, and justice. In this historic war, the Indian Armed Forces demonstrated exceptional strategy along with modern weaponry. Thousands of Indian soldiers made the supreme sacrifice for the nation. Thus, this day once again reminds us of India’s glorious and proud history.
ଆଜି ହେଉଛି 'ବିଜୟ ଦିବସ' । ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ବିଜୟ ଦିବସ ଭାରତର ବୀରତ୍ୱ, ସମର୍ପଣ ଏବଂ ସାମରିକ ଦକ୍ଷତାର ପ୍ରତୀକ।ଆଜିର ଦିନରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ । ଆଉ ଏହି ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ । ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ୯୩ ହଜାର ପାକିସ୍ତାନୀ ସୈନିକ ଭାରତୀୟ ସେନା ଏବଂ ମୁକ୍ତି ବାହିନୀ ପାଖରେ କରିଥିଲେ ଆତ୍ମସମର୍ପଣ । ଏହି ଯୁଦ୍ଧ ବାଂଲାଦେଶ ପାଇଁ ମଧ୍ୟ ଥିଲା ଐତିହାସିକ। କାରଣ ଏହି ଯୁଦ୍ଧର ଫଳାଫଳରେ ଏକ ନୂତନ ରାଷ୍ଟ୍ର, ବାଂଲାଦେଶର ଜନ୍ମ ଦେଖିଥିଲା ବିଶ୍ୱ ।ଏହି ବିଜୟ କେବଳ ଏକ ଭୂରାଜନୈତିକ ସଫଳତା ନୁହେଁ, ବରଂ ମାନବୀୟ ମୂଲ୍ୟବୋଧ, ସ୍ୱାଧୀନତା ଏବଂ ନ୍ୟାୟର ବିଜୟ ମଧ୍ୟ ଥିଲା । ଏହି ଐତିହାସିକ ଯୁଦ୍ଧରେ, ଭାରତୀୟ ସେନା ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ଦକ୍ଷ ରଣନୀତି ପ୍ରଦର୍ଶନ କରିଥିଲେ । ସର୍ବୋଚ୍ଚ ବଳିଦାନ ଦେଇଥିଲେ ହଜାର ହଜାର ଭାରତୀୟ ସୈନିକ।ତେଣୁ ଗୌରବମୟ ଇତିହାସକୁ ପୁଣି ଥରେ ମନେ ପକାଇ ଦେଉଛି ଆଜିର ଏହି ଦିନ।
Jangyaseni Parida