ଆଜିଠୁ ଆରମ୍ଭ ହୋଇଛି ମା’ଙ୍କ ନବରାତ୍ରୀ ପୂଜା

ଆଜିଠୁ ଆରମ୍ଭ ହୋଇଛି ମା’ଙ୍କ ନବରାତ୍ରୀ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସାରା ଦେଶର ପ୍ରସିଦ୍ଧ ଶକ୍ତିପୀଠ। ଭୋର ସମୟରୁ କରାଯାଇଛି ମା'ଙ୍କ ପୂଜାର୍ଚ୍ଚନା । ନିଜର ମନସ୍କାମନା ପୂରଣ ପାଇଁ ଆଜିଠାରୁ ନିଜ ନିଜ ଘରେ ମା’ଙ୍କ ସ୍ଥାପନା କରି ୯ ଦିନର ବ୍ରତ ପାଳନ ମଧ୍ୟ କରିବେ ଶ୍ରଦ୍ଧାଳୁ। ଅନ୍ୟପଟେ ପୂଜା ମଣ୍ଡପରେ ମାଆଙ୍କ ମୂର୍ତ୍ତିରେ ଖଡି ଲାଗି ପରେ ଆଜିଠୁ କରାଯାଉଛି ରଙ୍ଗକାମ ।
What's Your Reaction?






