ବର୍ଷାରେ ଭିଜିବ ଦଶହରା

Oct 3, 2024 - 12:08
 0  7
ବର୍ଷାରେ ଭିଜିବ ଦଶହରା

ବର୍ଷାରେ ଭିଜିବ ଦଶହରା । ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ନେବ ଲଘୁଚାପର ରୂପ। ତେବେ ଏହା ଘନୀଭୂତ ହେବା ଆଶଙ୍କା କମ୍ ରହିଥିବାବେଳେ ଏନେଇ ବାତ୍ୟାର ଭୟ ନଥିବା ସୂଚନା ଦେଇଛି ପାଣିପାଗ ବିଭାଗ। କାଲିଠୁ ଉତ୍ତର ଓଡ଼ିଶାରେ ସ୍ପଳ୍ପ ବର୍ଷା ହେବାର ରହିଛି ସମ୍ଭାବନା । ୪ ତାରିଖ ପରେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବଢିବ ବର୍ଷାର ପରିମାଣ ।

What's Your Reaction?

like

dislike

love

funny

angry

sad

wow