ଗିରଫ ହେଲେ ଆଠଗଡ ବିଡିଓ

Aug 8, 2024 - 15:00
 0  2
ଗିରଫ ହେଲେ ଆଠଗଡ ବିଡିଓ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ।  ଗତକାଲି ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ହୋଇଥିଲା ଚଢାଉ। ଚଢ଼ାଉବେଳେ ବିଡିଓଙ୍କର ଭୁବନେଶ୍ୱରରେ ୨ଟି କୋଠା, ଗୋଟିଏ ଫ୍ଲାଟ କରାଯାଇଥିଲା ଠାବ । ସେହିପରି ୩ଟି ପ୍ଲଟ, ୪୭ ଲକ୍ଷର ଜମା, ୬ ଲକ୍ଷ ନଗଦ ଟଙ୍କା ଓ୪୫୨ ଗ୍ରାମ୍‌ ସୁନା, ୨ଟି କାର୍ ମଧ୍ୟ ଜବତ କରିଛି ଭିଜିଲାନ୍ସ।

What's Your Reaction?

like

dislike

love

funny

angry

sad

wow