୨ହଜାର ନୂଆ ଟ୍ରାଫିକ୍ ପଦବିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ
୨ହଜାର ନୂଆ ଟ୍ରାଫିକ୍ ପଦବିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସ୍ତରରେ ୭୦ ଜିଲ୍ଲା ସ୍ତରରେ ସୃଷ୍ଟି ହୋଇଛି ୧୯୩୦ ପଦବି। ଏହାଦ୍ୱାରା ଶୃଙ୍ଖଳିତ ଓ ସୃଦୃଢ଼ ହେବ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥା ।
Jangyaseni Parida