ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ

Apr 17, 2025 - 13:22
 0  3
ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ

ବିଜୁ ଜନତା ଦଳର ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ସଭାପତି ପଦ ପାଇଁ ନବୀନ ବିଧିବଦ୍ଧ ଭାବେ ଦାଖଲ କରିଛନ୍ତି  ନାମାଙ୍କନ ପତ୍ର। ନବମ ଥର ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ନବୀନ।ଆସନ୍ତା ୧୯ ତାରିଖରେ ସଭାପତିଙ୍କ ନାମ ଘୋଷଣା କରିବ ବିଜେଡି । 

 

What's Your Reaction?

like

dislike

love

funny

angry

sad

wow