ବିଶ୍ୱକପ୍ ଖେଳିବାକୁ ଆଇସିସି ଆଗରେ ୩ ସର୍ତ୍ତ ରଖିଲା ପାକିସ୍ତାନ

After the International Cricket Council (ICC) took a firm stand, Pakistan—who had threatened to boycott matches against India—has returned to the discussion table. During these talks, the Pakistan Cricket Board (PCB) has placed three surprising conditions before the ICC. These include demands for increased funding, the resumption of bilateral cricket, and the implementation of a “handshake protocol.” These demands have surprised everyone. Pakistan’s demand regarding the “handshake protocol” is linked to a major reason related to the 2025 Asia Cup. During that tournament, Indian players did not shake hands with Pakistani players in all three matches played between the two teams.

Feb 9, 2026 - 16:40
 0  1
ବିଶ୍ୱକପ୍ ଖେଳିବାକୁ ଆଇସିସି ଆଗରେ ୩ ସର୍ତ୍ତ ରଖିଲା ପାକିସ୍ତାନ

କ୍ରିକେଟ ବୋର୍ଡ ଆଇସିସିର କଡ଼ା ଆଭିମୁଖ୍ୟ ପରେ ଆଲୋଚନା ଟେବୁଲକୁ ଫେରିଛି ଭାରତ ବିପକ୍ଷ ମ୍ୟାଚ୍‌କୁ ବହିଷ୍କାର କରିବାକୁ ଧମକ ଦେଉଥିବା ପାକିସ୍ତାନ। ତେବେ ଏହି ଆଲୋଚନା ମଧ୍ୟରେ ପିସିବି ଆଇସିସି ସମ୍ମୁଖରେ ରଖିଛି ତିନୋଟି ଆଶ୍ଚର୍ଯ୍ୟଜନକ ସର୍ତ୍ତ , ଯେଉଁଥିରେ ବର୍ଦ୍ଧିତ ପାଣ୍ଠି, ଦ୍ୱିପାକ୍ଷିକ କ୍ରିକେଟ୍ ପୁନଃଆରମ୍ଭ ଏବଂ ହାତ ମିଳାଇବା ପ୍ରୋଟୋକଲ୍ କାର୍ଯ୍ୟକାରୀ କରିବାକୁ କରାଯାଇଛି ଦାବି।ଏହି ଦାବି ସମସ୍ତଙ୍କୁ କରିଦେଇଛି ଚକିତ ।ତେବେ ପାକିସ୍ତାନର ଏହି 'ହାତ ମିଳାଇବା' ଦାବି ପଛରେ ୨୦୨୫ ଏସିଆ କପ୍‌ର ରହିଛି  ଏକ ବଡ଼ କାରଣ। ସେତେବେଳେ ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷ ତିନୋଟି ଯାକ ମ୍ୟାଚ୍‌ରେ ପ୍ରତିପକ୍ଷ ଖେଳାଳିଙ୍କ ସହ ମିଳାଇ ନଥିଲେ ହାତ।

What's Your Reaction?

like

dislike

love

funny

angry

sad

wow