ଆସନ୍ତା ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା
The Matriculation (Class 10) examination will begin from the 19th. The exams will be conducted at 3,082 centers across the state. Preparations for the examinations have already started by the Board of Secondary Education. A total of 322 nodal centers will be set up for handling question papers. This information has been shared by the Board President, Srikant Tarai.
ଆସନ୍ତା ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ୩୦୮୨ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା କରାଯିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ପ୍ରଶ୍ନପତ୍ର ପାଇଁ ୩୨୨ଟି ନୋଡାଲ ସେଣ୍ଟର କରାଯିବ ସୃଷ୍ଟି। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ପକ୍ଷରୁ ମିଳିଛି ସୂଚନା ।
What's Your Reaction?