୨ହଜାର ନୂଆ ଟ୍ରାଫିକ୍ ପଦବିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ

୨ହଜାର ନୂଆ ଟ୍ରାଫିକ୍ ପଦବିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ

୨ହଜାର ନୂଆ ଟ୍ରାଫିକ୍ ପଦବିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସ୍ତରରେ ୭୦ ଜିଲ୍ଲା ସ୍ତରରେ ସୃଷ୍ଟି ହୋଇଛି  ୧୯୩୦ ପଦବି। ଏହାଦ୍ୱାରା ଶୃଙ୍ଖଳିତ ଓ ସୃଦୃଢ଼ ହେବ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥା ।