୨୪ରେ ଆସିବ ସୁଭଦ୍ରା ଯୋଜନା ଟଙ୍କା

୨୪ରେ ଆସିବ ସୁଭଦ୍ରା ଯୋଜନା ଟଙ୍କା

ନଭେମ୍ବର ୨୪ରେ ଆସିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା।ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁନ୍ଦରଗଡରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାର କରାଯିବ ଆରମ୍ଭ । କାର୍ଯ୍ୟକ୍ରମରେ  କେନ୍ଦ୍ରମନ୍ତ୍ରୀ ଯୋଗଦେବାର ରହିଛି ସୂଚନା। ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀ ମହିଳାଙ୍କୁ ମିଳିବ ଟଙ୍କା।