ଆଇଏସଆଇର ପୂର୍ବତନ ମୁଖ୍ୟଙ୍କୁ ଗିରଫ କଲା ପାକିସ୍ତାନ ସେନା

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ବତନ ମୁଖ୍ୟ ଫୈଜ ହମିଦ ଗିରଫ। ଗୃହ ନିର୍ମାଣ ଦୁର୍ନୀତି ପ୍ରସଙ୍ଗରେ ଆଜି ତାଙ୍କୁ ଗିରଫ କରିଛି ସେନା। ଗୁଇନ୍ଦା ସଂସ୍ଥାର ଜଣେ ପୂର୍ବତନ ମୁଖ୍ୟ ଗିରଫ ହେବା ପାକିସ୍ତାନରେ ଏହା ପ୍ରଥମ ଘଟଣା। ଏହାସହ ହମିଦଙ୍କ ବିରୋଧରେ ଆରମ୍ଭ ହୋଇଛି କୋର୍ଟ ମାର୍ସଲ ପ୍ରକ୍ରିୟା।ତେବେ ଫୈଜ ହମିଦ୍ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘନିଷ୍ଠ ଥିଲେ ବୋଲି ହେଉଛି ଚର୍ଚ୍ଚା।
What's Your Reaction?






