ଆଇପିଏସ୍‌ ସ୍ତରରେ ଛୋଟ ଅଦଳବଦଳ

ଆଇପିଏସ୍‌ ସ୍ତରରେ ଛୋଟ ଅଦଳବଦଳ

ଆଇପିଏସ୍‌ ସ୍ତରରେ ହୋଇଛି ଛୋଟଧରଣର ଅଦଳବଦଳ ।ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଆଇପିଏସ୍‌ ବିନୋଦ ପାଟିଲ ହୋଇଛନ୍ତି ମାଲକାନଗିରି ଏସ୍‌ପି । ପୂର୍ବରୁ  କେସିଙ୍ଗାର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ ବିନୋଦ ପାଟିଲ୍‌ । ସେହିପରି ମିହିର କୁମାର ପଣ୍ଡା ହେଲେ ନବରଙ୍ଗପୁର ଏସ୍‌ପି । ମିହିର କୁମାର ପଣ୍ଡା ଏବେ ଓଡିଶା ପୋଲିସ ହେଡକ୍ୱାର୍ଟରରେ ଥିଲେ ନିଯୁକ୍ତ । ଆଇପିଏସ୍‌ ରାହୁଲ ଗୋଏଲ୍‌ଙ୍କୁ କଟକ ରେଲଓ୍ୱ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି । ଏହାପୂର୍ବରୁ  ବାଲିଗୁଡ଼ାରେ ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ ରାହୁଲ ଗୋଏଲ୍‌।