ଇସ୍ତଫା ଦେବେ ବାବର ଆଜମ

Oct 2, 2024 - 16:58
 0  5
ଇସ୍ତଫା ଦେବେ ବାବର ଆଜମ

ଦ୍ୱିତୀୟଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ପାକିସ୍ତାନ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ । ପାକିସ୍ତାନର ଦିନିକିଆ ଏବଂ ଟି-୨୦ର ଅଧିନାୟକ ଥିଲେ ବାବର । ଏହା ପୂର୍ବରୁ ମଧ୍ୟ ସେ ଥରେ ଇସ୍ତଫା ଦେଇଥିଲେ, କିନ୍ତୁ ତାଙ୍କୁ ପୁଣି କରାଯାଇଥିଲା ଅଧିନାୟକ । ଏଥର ବାବର ‘କାର୍ଯ୍ୟଭାର’ ଦର୍ଶାଇ ଛାଡିଛନ୍ତି ପାକିସ୍ତାନର ଅଧିନାୟକତ୍ୱ । ଏବେ ତାଙ୍କ ବ୍ୟାଟିଂରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି ବାବର ଆଜମ।

What's Your Reaction?

like

dislike

love

funny

angry

sad

wow